ବାଣୀବିହାର ପରିସରରେ ଗୁଣ୍ଡାଗର୍ଦିକୁ ନେଇ କୁଳପତିଙ୍କ ବାସଭବନ ସମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାା ସମୟରେ ହୋଇଥିବା ଗୁଣ୍ଡାଗର୍ଦିକୁ ନେଇ ଆଜି ଛାତ୍ରଛାତ୍ରୀମାନେ କୁଳପତିଙ୍କ ବାସ ଭବନ ସମୁଖରେ ଧାରଣା ଦେଇଛନ୍ତି। ଗତକାଲି କିଛି ଅଣଛାତ୍ର ଆଉ ବିଶ୍ଵବିଦ୍ୟାଳୟର ଛାତ୍ର ମିଶି କ୍ୟାମ୍ପସରେ ଖଣ୍ଡା ବୁଲେଇବା ସହିତ ଅସାମାଜିକ କାଣ୍ଡ ଘଟେଇଥିଲେ ତାକୁ ପ୍ରତିବାଦ କରି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଏହି ସଂକ୍ରାନ୍ତରେ ୬ ଜଣିଆ ପ୍ରତିନିଧି ଦଳ ସହିଦନଗର ଥାନା ଆଇଆଇସିଙ୍କ ସହିତ ଯାଇ କୁଳପତିଙ୍କ ସହିତ … Continue reading ବାଣୀବିହାର ପରିସରରେ ଗୁଣ୍ଡାଗର୍ଦିକୁ ନେଇ କୁଳପତିଙ୍କ ବାସଭବନ ସମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା